Browsing Tag

lok sabha speaker

ଓଡିଶା ଗସ୍ତରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କଲେ ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଦିନିକିଆ ଓଡିଶା ଗସ୍ତରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ।  ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କଲେ କିଟ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ।  କିସ୍ ବିଶ୍ଵବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଛାତ୍ରଛାତ୍ରୀଙ୍କ ସହ ସହ ଆଲୋଚନା କରିବେ । ଭୁବନେଶ୍ୱରରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ । ପ୍ରଥମ ଥର ପାଇଁ ସଂସଦରେ ହାତ ମିଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଅଷ୍ଟାଦଶ ଲୋକସଭାର ନବ ନିର୍ବାଚିତ ବାଚସ୍ପତି ଓମ୍…

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ନିର୍ବାଚିତ ଘୋଷଣା କଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ । ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ଇଣ୍ଡି ମେଣ୍ଟ ପ୍ରାର୍ଥୀ…

ସଂସଦ ଇତିହାସରେ ପ୍ରଥମ, ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ

ନୂଆଦିଲ୍ଲୀ: ସଂସଦ ଇତିହାସରେ ପ୍ରଥମ । ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ। ସ୍ପିକର ପଦ ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ପ୍ରାର୍ଥୀ ଦେଇଛନ୍ତି। NDA ମେଣ୍ଟ ପକ୍ଷରୁ ଓମ ବିର୍ଲା ଓ ଇଣ୍ଡିଆ ଆଲାୟନ୍ସ ପକ୍ଷରୁ କେ. ସୁରେଶ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ଦିନ ୧୧ଟାରେ…

ଲୋକସଭାରେ କିଏ ନେବ ଗୁରୁ ଦାୟିତ୍ୱ ? କାହାକୁ ମିଳିବ ବାଚସ୍ପତି ଆସନ, ଆଜି ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ : ଅଷ୍ଟାଦଶ ଲୋକସଭାରେ କିଏ ହେବେ ବାଚସ୍ପତି। ଆଜି ଏନଡିଏ ତାର ପ୍ରାର୍ଥୀ ଘୋଷଣା କରିପାରେ । ଜଣା ପଡିବ ବାଚସ୍ପତି ପଦ ଲାଗି ଏନଡିଏ କାହାକୁ ଚୟନ କରୁଛି। ଜୁନ ୨୬ରେ ରହିଛି ବାଚସ୍ପତି ନିର୍ବାଚନ । ରେସରେ ୪ ଜଣ ନାଁ ଚର୍ଚ୍ଚାକୁ ଆସିଛି । ସେମାନେ ହେଲେ ପୂର୍ବତନ ବାଚସ୍ପତି ଓମ୍…

ଓଡ଼ିଶାକୁ ମିଳିପାରେ ନୂଆ ବାଚସ୍ପତି, ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ (କେନ୍ୟୁଜ): ଓଡ଼ିଶାକୁ ମିଳିପାରେ ବାଚସ୍ପତି ପଦବୀ । କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଦେଶର ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଏଥର ଲୋକସଭାରେ ସେ ବାଚସ୍ପତି ହେବା ସମ୍ଭାବନା ଅଧିକ। ପୂର୍ବରୁ ଏକାଧିକବାର…

ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ କରୋନା, ଏମ୍‌ସରେ ଚାଲିଛି ଚିକିତ୍ସା

ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ କରୋନା। ଏବେ ସେ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ଏମ୍‌ସର ବୁଲେଟିନ୍‌ରେ ବାଚସ୍ପତିଙ୍କୁ କରୋନା ହୋଇଥିବା ସୂଚନା ଦିଆଯାଇଛି। ରିପୋର୍ଟ ମୁତାବକ, ମାର୍ଚ୍ଚ ୧୯ରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଏବେ ତାଙ୍କ…

ଦିଲ୍ଲୀରେ ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି, ବାଚସ୍ପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଦଳ

ନୂଆଦିଲ୍ଲୀ(କେନ୍ୟୁଜ୍): ଆସନ୍ତାକାଲି ବାଚସ୍ପତି ନିର୍ବାଚନ । ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ସମର୍ଥନ କରିବ ବିଜେଡି । ଦିଲ୍ଲୀରେ ଚାଲିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏ ନେଇ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି ।…

ଲୋକସଭାରେ କେଉଁ ଦଳକୁ ମିଳିବ ଉପବାଚସ୍ପତି ପଦ ? ଥମୁ ନାହିଁ ସସ୍‌ପେନ୍ସ

ଲୋକସଭାରେ ଉପବାଚସ୍ପତି ପଦ ପରମ୍ପରା ମୁତାବକ, ବିରୋଧୀ ଦଳଙ୍କୁ ଦିଆଯାଇଥାଏ । ଏଥର ଏହି ପଦ ଏନ୍‌ଡିଏ କେଉଁ ଦଳକୁ ଦେବ। ୨୦୧୪ରେ ଏଆଇଏଡିଏମ୍‌କୁ ଉପବାଚସ୍ପତି ପଦ ପ୍ରଦାନ କରିଥିଲେ ମୋଦି ସରକାର । ଏଥର କାହାକୁ ? ଭିନ୍ନଭିନ୍ନ ଗଣମାଧ୍ୟମରେ ଭିନ୍ନଭିନ୍ନ ଚର୍ଚ୍ଚା ଲାଗି ରହିଛି । କିଛି…