Browsing Tag

longest human tooth

ଯୁବକଙ୍କ ମାଢ଼ିରୁ ବାହାରିଲା ୩୯ ମିମି ଲମ୍ବା ଦାନ୍ତ, ଭାଙ୍ଗିଲା ଗିନିଜ୍‌ ବୁକ୍‌ର ରେକର୍ଡ

ମଧ୍ୟପ୍ରଦେଶର ଖରଗୌନରେ ଜଣେ ଡାକ୍ତର ଦୁନିଆର ସବୁଠାରୁ ବଡ଼ ଦାନ୍ତ ବାହାର କରି ଗିନିଜ୍‌ ବୁକ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ଦାନ୍ତକୁ ଦନ୍ତ ଚିକିତ୍ସକ ସୌରଭ ଶ୍ରୀବାସ୍ତବ ଜଣେ ରୋଗୀର ମାଢ଼ିରୁ ବାହାର କରିଛନ୍ତି। ଦାନ୍ତର ଲମ୍ବ ୩୯ ମିମି। ଏହି ଦାନ୍ତ ବାହାର କରିସାରିବା…