Browsing Tag

loot from teacher

ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ: ନେଇଗଲେ ସୁନାଗହଣା, ଟଙ୍କା ଓ ମୋବାଇଲ

ଆନନ୍ଦପୁର (କେନ୍ୟୁଜ): ବନ୍ଧୁକ ମୁନରେ ଲୁଟ୍। ଆନନ୍ଦପୁର ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଲୁଟ୍ ହୋଇଛି। ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କଠାରୁ ସୁନାଗହଣା, ଟଙ୍କା ଓ ମୋବାଇଲ ଲୁଟିନେଇଛନ୍ତି ଦୁର୍ବୃତ୍ତ। ଶିକ୍ଷୟିତ୍ରୀ ଜଣକ ସ୍କଲରୁ ଫେରୁଥିବାବେଳେ ୩ ଜଣ ଯୁବକ ବାଇକରେ ଆସି ତାଙ୍କୁ ଅଟକାଇ…