Below header
Browsing Tag

loot in baripada

ବାରିପଦା : ବନ୍ଧୁକ ଦେଖାଇ ଆକ୍ରମଣ କଲେ ଆଉ ଲୁଟି ନେଲେ ସୁନା ଗହଣା

ବାରିପଦା (କେ ନ୍ୟୁଜ୍‌) : ଆଇନ ଶୃଙ୍ଖଳା ବ୍ୟବସ୍ଥା ଏମିତି ଯେ ଦିନ ଦ୍ୱିପହରରେ ହେଉଛି ଆକ୍ରମଣ ଓ ଲୁଟ୍‌ । ମୟୁରଭଞ୍ଜ ପୋଲିସ୍‌କୁ ଚ୍ୟାଲେଞ୍ଜ ଦେଇ ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଲୁଟି ନେଉଛନ୍ତି ଦୁର୍ବୃତ୍ତ। ଆଜି ଦ୍ବିଅପରାହ୍ନ ରେ ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ବାରିପଦା-ଚିତ୍ରଡା…