Below header
Browsing Tag

loot in soro

ମାରଣାସ୍ତ୍ର ଦେଖାଇ କଳାକନା ବୁଲାଇଲେ ଦୁର୍ବୃତ୍ତ, ଗୁଳି ମାଡରେ ୫ଜଣ ଆହତ

ସୋର : ବନ୍ଧୁକ ଫୁଟାଇ ଲୁଟ । ଡ଼କାୟତଙ୍କର ଗୁଳିରେ ପଡୋଶି ଆହତ । ବାଲେଶ୍ଵର ଜିଲ୍ଲା ସାଉଡ଼ ବଜାରରେ ଉପରେ ସନାତନ କାମିଳାଙ୍କ ଘରେ ବିଳମ୍ବିତ ରାତିରେ ୫ଜଣ ଡ଼କାୟତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୨୫୦ଗ୍ରାମର ସୁନା , ୫କେଜିରୁ ଉର୍ଦ୍ଧ୍ଵ  ରୁପା ନେଇ ଫେରାର ହୋଇଯାଉଥିଲେ। କିନ୍ତୁ ସେହି…

ପୁଣି ସୋରରେ ପଲ୍ସର ଆତଙ୍କ, ଭୂଜାଲି ଦେଖାଇ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା ଗହଣା

ସୋର: ପୁଣି ସୋରରେ ପଲ୍ସର ଆତଙ୍କ। ଭୂଜାଲି ଦେଖାଇ ୫ଶହ ଗ୍ରାମର ସୁନା ଲୁଟ। କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଜଣେ ସୁନା କାରିଗର ପ୍ରାୟ ୫ଶହ ଗ୍ରାମର ସୁନା ଅଳଙ୍କାର ନିର୍ମାଣ କରି ବାଲେଶ୍ବରରେ ବିଭିନ୍ନ ସୁନା ଦୋକାନୀଙ୍କୁ ଦେବା ପାଇଁ ଯାଉଥିଲେ । ଠିକ୍ ସେହି ସମୟରେ ୧୬ନଂ ଜାତୀୟ…