Browsing Tag

looted arrested

ଗନ୍‌ ପଏଣ୍ଟରେ ଏହି ୩ ଜଣ ଲୁଟିଥିଲେ ଭିଜିଲାନ୍ସ ମହିଳା ଡିଏସ୍‌ପିଙ୍କ ସୁନା ଚେନ୍‌ ଓ କାନଫୁଲ, ଆଜି ଖାରବେଳ ପୋଲିସ କଲା…

ଭୁବନେଶ୍ୱର(କେନ୍ୟୁଜ୍‌) : କଥାରେ ଅଛି ଚୋର ଘର ସବୁଦିନ ଅନ୍ଧାର ନୁହେଁ । ଦିନେ ନା ଦିନେ ଆଲୁଅ ଜଳିବ । ତାହା ହିଁ ହୋଇଛି । ଭୁବନେଶ୍ୱରରେ ଛିନ୍‌ତାଇ ଓ ଲୁଟ୍‌ରେ ଆତଙ୍କ ସୃଷ୍ଟି କରିଥିବା ଲୁଟେରାଙ୍କ ଖେଳ ଖତମ୍‌ ହୋଇଛି । ଆଜି କମିଶନରେଟ୍‌ ପୋଲିସ ହାତାରେ ଧରାପଡ଼ି ଗିରଫ ହୋଇଛନ୍ତି ଏହି ୩…