Below header
Browsing Tag

looted from female dsp

ଭୁବନେଶ୍ୱରରେ ମହିଳା ଭିଜିଲାନ୍ସ DSPଙ୍କ ଠାରୁ ବନ୍ଧୁକ ଦେଖାଇ ଚେନ୍‌ ଓ କାନଫୁଲ ଲୁଟି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ମହିଳା ଭିଜିଲାନ୍ସ DSPଙ୍କ ବେକରୁ ସୁନାଚେନ୍‌ ଲୁଟ୍‌। ଘର ସାମ୍ନାରୁ ବାଇକ୍‌ରେ ଆସି ଲୁଟିନେଲେ ଦୁଇ ଦୁର୍ବୃତ୍ତ। DSP ଜଣକ ଘର ସକାଳେ ଘର ସାମ୍ନାରେ ଛିଡା ହୋଇଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ଚେନ୍‌ ଓ କାନଫୁଲ ଲୁଟି ପଳାଇ ଯାଇଥିଲେ।…