ଭୁବନେଶ୍ୱରରେ ମହିଳା ଭିଜିଲାନ୍ସ DSPଙ୍କ ଠାରୁ ବନ୍ଧୁକ ଦେଖାଇ ଚେନ୍‌ ଓ କାନଫୁଲ ଲୁଟି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ମହିଳା ଭିଜିଲାନ୍ସ DSPଙ୍କ ବେକରୁ ସୁନାଚେନ୍‌ ଲୁଟ୍‌। ଘର ସାମ୍ନାରୁ ବାଇକ୍‌ରେ ଆସି ଲୁଟିନେଲେ ଦୁଇ ଦୁର୍ବୃତ୍ତ। DSP ଜଣକ ଘର ସକାଳେ ଘର ସାମ୍ନାରେ ଛିଡା ହୋଇଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ଚେନ୍‌ ଓ କାନଫୁଲ ଲୁଟି ପଳାଇ ଯାଇଥିଲେ। ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି। ତେବେ ରାଜଧାନୀର ବିଚ୍ ରାସ୍ତାରେ ଯଦି  DSP ଲୁଟର ଶିକାର ହେଉଛନ୍ତି, ଏଠାରେ ସାଧାରଣ ଲୋକ କେତେ ସୁରକ୍ଷିତ ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.