Below header
Browsing Tag

loudspeaker

ପକେଟ୍‌ ବ୍ଲୁଟୁଥ୍ ସ୍ପିକରରେ ମିଳୁଛି ବମ୍ପର ଡିସକାଉଣ୍ଟ, ରହିଛି ବଢ଼ିଆ ସାଉଣ୍ଡ କ୍ୱାଲିଟି

ଯଦି ଆପଣ ଟ୍ରାଭେଲ କରିବାକୁ ପସନ୍ଦ କରନ୍ତି, ତେବେ ଆପଣ ବଜାରରେ ମିଳୁଥିବା ପକେଟ୍ ସାଇଜ୍ ସ୍ପିକରକୁ ନିଜ ପାଖରେ ରଖିପାରିବେ । ଏହି ସ୍ପିକରରେ ଗୀତ ଶୁଣି ଶୁଣି ଆପଣ ଯାତ୍ରାର ମଜା ନେଇ ପାରିବେ । ତେବେ ଏହି ସ୍ପିକରକୁ ଡିସକାଉଣ୍ଟରେ କିଣିବାକୁ ଚାହୁଁଥିଲେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ…

ଦିଲ୍ଲୀରେ ନିୟମ କୋହଳ; ଏଥର ଦୁର୍ଗାପୂଜା ଓ ରାମଲୀଳାରେ ରାତି ୧୨ଟା ପର୍ଯ୍ୟନ୍ତ ବାଜିପାରିବ ଲାଉଡ୍‌ସ୍ପିକର

ଦିଲ୍ଲୀ ସରକାର ଦୁର୍ଗାପୂଜା ଏବଂ ରାମଲୀଳା ସମାରୋହ ସମୟରେ ରାତି ୧୨ଟା ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର ବ୍ୟବହାରକୁ ଅନୁମତି ଦେଇଛନ୍ତି। ଏ ପର୍ଯ୍ୟନ୍ତ ରାଜଧାନୀରେ ରାତି ୧୦ଟା ପର୍ଯ୍ୟନ୍ତ ହିଁ ଲାଉଡ୍‌ସ୍ପିକର ବଜାଇବାକୁ ଅନୁମତି ମିଳିଥିଲା। ଏହି ନିୟମ କୋହଳ ସମ୍ପର୍କିତ ଫାଇଲ୍‌ ଏଲ୍‌ଜି ଭିକେ…

ଦିଲ୍ଲୀ: ବିନା ଅନୁମତିରେ ଲାଉଡସ୍ପିକର ବଜାଇଲେ ୧ ଲକ୍ଷ ଟଙ୍କା ଜରିମାନା

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏଣିକି ରାତି ସମୟ ଧ୍ୱନୀ ପ୍ରଦୂଷଣ କରିବା ଉପରେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ । ଯଦି ବିନା ଅନୁମତିରେ କୌଣସି ବ୍ୟକ୍ତି ଲାଉଡସ୍ପିକର ବଜାନ୍ତି, ତା’ହେଲେ ଲକ୍ଷାଧିକ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ । ଡିଜି ସେଟ ପାଇଁ ଏହାର ଆକାର ଅନୁସାରେ ୧୦ ହଜାର…