ପକେଟ୍‌ ବ୍ଲୁଟୁଥ୍ ସ୍ପିକରରେ ମିଳୁଛି ବମ୍ପର ଡିସକାଉଣ୍ଟ, ରହିଛି ବଢ଼ିଆ ସାଉଣ୍ଡ କ୍ୱାଲିଟି

ସ୍ପିକରକୁ ଡିସକାଉଣ୍ଟରେ କିଣିବାକୁ ଚାହୁଁଥିଲେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବଢ଼ିଆ ଅଫର । ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ପାର୍ଟି ସ୍ପିକର ଆଣିଛୁ ଯାହା ଆପଣଙ୍କ ପକେଟରେ ଫିଟ୍ ହେବ ।

ଯଦି ଆପଣ ଟ୍ରାଭେଲ କରିବାକୁ ପସନ୍ଦ କରନ୍ତି, ତେବେ ଆପଣ ବଜାରରେ ମିଳୁଥିବା ପକେଟ୍ ସାଇଜ୍ ସ୍ପିକରକୁ ନିଜ ପାଖରେ ରଖିପାରିବେ । ଏହି ସ୍ପିକରରେ ଗୀତ ଶୁଣି ଶୁଣି ଆପଣ ଯାତ୍ରାର ମଜା ନେଇ ପାରିବେ । ତେବେ ଏହି ସ୍ପିକରକୁ ଡିସକାଉଣ୍ଟରେ କିଣିବାକୁ ଚାହୁଁଥିଲେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବଢ଼ିଆ ଅଫର । ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ପାର୍ଟି ସ୍ପିକର ଆଣିଛୁ ଯାହା ଆପଣଙ୍କ ପକେଟରେ ଫିଟ୍ ହେବ ।

Mivi Roam2 5 W ବ୍ଲୁଟୁଥ୍ ସ୍ପିକର

Mivi Roam2 5 W ର ଡିଜାଇନ୍ ବହୁତ ପୋର୍ଟେବଲ୍ ରଖାଯାଇଛି ଯାହା ଦ୍ୱାରା ଆପଣ ଏହାକୁ ସହଜରେ ନିଜ ପକେଟରେ ରଖିପାରିବେ ଏବଂ ଯେକୌଣସି ସ୍ଥାନକୁ ନେଇପାରିବେ । ଏହାର ସାଉଣ୍ଡ କ୍ୱାଲିଟି ମଧ୍ୟ ବହୁତ ସୁନ୍ଦର ଯେଉଁଥିପାଇଁ ଏହି ସ୍ପିକରକୁ ୟୁଜରମାନେ ଖୁବ୍‌ ପସନ୍ଦ କରୁଛନ୍ତି । ଗ୍ରାହକମାନେ ଫ୍ଲିପକାର୍ଟରେ ୬୩ ପ୍ରତିଶତ ଡିସକାଉଣ୍ଟ ସହିତ ମାତ୍ର ୧,୦୯୯ ଟଙ୍କାରେ ଏହାକୁ କିଣିପାରିବେ ।

boAt Stone 190F 5 W ବ୍ଲୁଟୁଥ୍ ସ୍ପିକର :

BoAt Stone 190F 5 W ବ୍ଲୁଟୁଥ୍ ସ୍ପିକର ଗ୍ରାହକଙ୍କୁ ବହୁତ ପସନ୍ଦ ଆସିଛି ଏବଂ ଫ୍ଲିପକାର୍ଟରେ ଏହି ସ୍ପିକର ଉପରେ ୫୬ ପ୍ରତିଶତ ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟ ପରେ ଗ୍ରାହକମାନେ ଏହାକୁ ୧,୨୯୯ ଟଙ୍କାରେ କିଣିପାରିବେ ।

ZEBRONICS Zeb-Vita Plus 16 W ବ୍ଲୁଟୁଥ୍ ସ୍ପିକର
ZEBRONICS Zeb-Vita Plus 16 W ବ୍ଲୁଟୁଥ୍ ସ୍ପିକର ହେଉଛି ଏକ ବାର୍ ସେପ୍‌ ସ୍ପିକର ଯାହା ଦେଖିବା ପାଇଁ ବହୁତ ଷ୍ଟାଇଲିସ୍ ଏବଂ ଏହାର ସାଉଣ୍ଡ କ୍ୱାଲିଟି ମଧ୍ୟ ବହୁତ ଦମଦାର । ଯଦି ଆପଣ ଏହାକୁ କିଣୁଛନ୍ତି ତେବେ ଫ୍ଲିପକାର୍ଟରେ ଆପଣ ଏଥିରେ ୨୯ ପ୍ରତିଶତ ଡିସକାଉଣ୍ଟ ପାଇବେ । ଡିସକାଉଣ୍ଟ ପରେ ଆପଣ ଏହାକୁ ୧,୨୪୯ ଟଙ୍କାରେ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.