ସାମ୍ନାକୁ ଆସିଲା ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ର ଦ୍ୱିତୀୟ ଦିନରେ ରୋଜଗାର, ଜାଣନ୍ତୁ କେତେ କୋଟି ଟଙ୍କା କଲା କଲେକ୍ସନ୍‌

ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ଦେଖିବାକୁ ଦର୍ଶକ ବହୁତ ଦିନରୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଫିଲ୍ମର ଷ୍ଟୋରି ଲୋକଙ୍କୁ ବହୁତ ଦମ୍‌ଦାର ଲାଗୁଛି । ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ଏକ ବାୟୋପିକ୍ । ତେବେ ରଣଦୀପ ହୁଡ୍ଡାଙ୍କ ‘ସ୍ୱତନ୍ତ୍ର ବୀର ସାବରକର’ ର ଦ୍ୱିତୀୟ ଦିନର ବକ୍ସ ଅଫିସରେ କଲେକ୍ସନ୍‌ ସାମ୍ନାକୁ ଆସିଛି ।

ରଣଦୀପ ହୁଡ୍ଡା ଏବଂ ଅଙ୍କିତା ଲୋଖଣ୍ଡେଙ୍କ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ବକ୍ସ ଅଫିସରେ ପ୍ରଥମ ଦିନରେ ଆଶା କରାଯାଉଥିବା ଠାରୁ କମ୍ କଲେକ୍ସନ୍‌ କରିଥିଲେ । ଲୋକମାନେ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ର ଷ୍ଟୋରି ଏବଂ ଷ୍ଟାର କାଷ୍ଟକୁ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ଦେଖିବାକୁ ଦର୍ଶକ ବହୁତ ଦିନରୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଫିଲ୍ମର ଷ୍ଟୋରି ଲୋକଙ୍କୁ ବହୁତ ଦମ୍‌ଦାର ଲାଗୁଛି । ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ଏକ ବାୟୋପିକ୍ । ତେବେ ରଣଦୀପ ହୁଡ୍ଡାଙ୍କ ‘ସ୍ୱତନ୍ତ୍ର ବୀର ସାବରକର’ ର ଦ୍ୱିତୀୟ ଦିନର ବକ୍ସ ଅଫିସରେ କଲେକ୍ସନ୍‌ ସାମ୍ନାକୁ ଆସିଛି ।

ତେବେ ପ୍ରଥମ ଦିନରେ ବକ୍ସ ଅଫିସରେ ରଣଦୀପ ହୁଡ୍ଡା ଏବଂ ଅଙ୍କିତା ଲୋଖଣ୍ଡେଙ୍କ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ଆଶାଠାରୁ କମ୍ ରୋଜଗାର କରିଥିଲା । ଫିଲ୍ମଟି ଫାଷ୍ଟ ଦିନରେ ୧.୧୫ କୋଟି ରୋଜଗାର କରିଥିଲା । ଏବେ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ର ଦ୍ୱିତୀୟ ଦିନର ରୋଜଗାର ମଧ୍ୟ ସାମ୍ନାକୁ ଆସିଛି । ତେବେ ଦ୍ୱିତୀୟ ଦିନରେ ଫିଲ୍ମ ୨.୨୫ କୋଟି ଟଙ୍କା କଲେକ୍ସନ୍‌ କରିଛି । ଏହାକୁ ଦେଖିଲେ ଲାଗୁଛି ପ୍ରତ୍ୟେକ ଦିନ ସହିତ ଏହାର ରୋଜଗାରର ଅଧିକ ହେବାକୁ ଲାଗିଛି ।

ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ହେଉଛି ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ବାୟୋପିକ୍ । ତେବେ ‘ସ୍ୱତନ୍ତ୍ର ବୀର ସାବରକର’ ରଣଦୀପ ହୁଡ୍ଡାଙ୍କ ନିର୍ଦ୍ଦେଶିତ ଏବଂ ଜି ଷ୍ଟୁଡିଓ ଆନନ୍ଦ ପଣ୍ଡିତ, ସନ୍ଦୀପ ସିଂ ଏବଂ ଯୋଗେଶ ରାହରଙ୍କ ଦ୍ୱାରା ନିର୍ମିତ ଫିଲ୍ମ । ଫିଲ୍ମରେ ମୁଖ୍ୟ ଭୂମିକାରେ ରଣଦୀପ ହୁଡ୍ଡା, ଅଙ୍କିତା ଲୋଖଣ୍ଡେ ଏବଂ ଅମିତ ସିଆଲ ନଜର ଆସିଛନ୍ତି ।

ଏହି ଫିଲ୍ମଟି ରଣଦୀପ ହୁଡ୍ଡାଙ୍କ ଦ୍ୱାରା ନିର୍ଦ୍ଦେଶନା ଦିଆଯାଇଛି । ଏହି ବାୟୋପିକ୍ ଫିଲ୍ମରୁ ଦର୍ଶକଙ୍କର ବହୁତ ଆଶା ଥିଲା । ରଣଦୀପ ହୁଡ୍ଡାଙ୍କ ଏହି ଫିଲ୍ମ ପ୍ରାୟ ୨୦ ରୁ ୨୫ କୋଟି ବଜେଟରେ ନିର୍ମିତ ହୋଇଛି । ଏହି ଫିଲ୍ମରେ ସେ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକର ଭୂମିକାରେ ଅଭିନୟ କରୁଛନ୍ତି । ଯେଉଁଥିପାଇଁ ତାଙ୍କୁ ୨୬ କିଲୋଗ୍ରାମ ଓଜନ କମ୍‌ କରିବାକୁ ପଡିଥିଲା । ଏହା ପରେ ଦର୍ଶକ ରଣଦୀପ ହୁଡ୍ଡାଙ୍କର ଖୁବ୍‌ ପ୍ରଶଂସା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.