Browsing Tag

collection

ଫିଲ୍ମ ‘ବେବି ଜନ୍’ ର ପ୍ରଥମ ଦିନରେ ବକ୍ସ ଅଫିସରେ କେତେ ହେଲା କଲେକ୍ସନ ? ଜାଣନ୍ତୁ ରିପୋର୍ଟ

ବରୁଣ ଧୱନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ବେବି ଜନ୍' ଡିସେମ୍ବର ୨୫ ଅର୍ଥାତ କ୍ରିସ୍‌ମାସରେ ବଡ ପରଦାକୁ ଆସିଛି । ଏହି ଆକ୍ସନ୍ ଫିଲ୍ମରେ କିର୍ତ୍ତୀ ସୁରେଶ, ୱାମିକା ଗାବି, ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବ ପରଦାରେ ହଇଚଇ ସୃଷ୍ଟି କରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ, 'ବେବି ଜନ୍'ର…

ଉତ୍କର୍ଷ ଶର୍ମାଙ୍କ ଫିଲ୍ମ ’ବନବାସ’; ଜାଣନ୍ତୁ ପ୍ରଥମ ଦିନରେ କେତେ କୋଟି ଟଙ୍କା କଲା ରୋଜଗାର

ଗଦର-୨ର ଅପାର ସଫଳତା ପରେ ନିର୍ଦ୍ଦେଶକ ଅନିଲ ଶର୍ମା ତାଙ୍କ ପୁଅ ଉତ୍କର୍ଷ ଶର୍ମା ଓ ନାନା ପାଟେକରଙ୍କ ସହ ଫିଲ୍ମ ’ବନବାସ’ ନିର୍ମାଣ କରିଛନ୍ତି । ଜି ଷ୍ଟୁଡିଓ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ଡିସେମ୍ବର ୨୦ରେ ସିନେମା ହଲରେ ମୁକ୍ତିଲାଭ କରିଛି । ପ୍ରାଚୀନ କାହାଣୀ ଉପରେ ଆଧାରିତ ଏହି…

ଇନ୍ଦିରା ଗାନ୍ଧୀଙ୍କୁ ପସନ୍ଦ ଥିଲା ଏହି ଆମେରିକୀୟ କାର୍, ଜାଣନ୍ତୁ ଏହି କାରକୁ ନେଇ କିଛି ରୋଚକ ତଥ୍ୟ

ଆଜି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନ । ସେ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଅନେକ ସୁନାମ ଅର୍ଜନ କରିଛନ୍ତି । ଆଜିର ଯୁଗରେ ମଧ୍ୟ ପ୍ରତ୍ୟେକ ପିଲା ତାଙ୍କ ବିଷୟରେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି ଯେତେବେଳେ ଇନ୍ଦିରା ଗାନ୍ଧୀ ଦେଶ ତଥା ବିଦେଶ…

ରିଲିଜ୍‌ ହେଲା ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ଔର ମେ କାହାଁ ଦମ୍ ଥା’ ଏବଂ ଜାହ୍ନବୀ କପୁରଙ୍କ ଫିଲ୍ମ…

ବଲିଉଡ ଅଭିନେତା ଅଜୟ ଦେବଗନ୍ ପୁଣି ଥରେ ବଡ ପରଦାକୁ ଫେରିଛନ୍ତି । ଶୁକ୍ରବାର ଦିନ ତାଙ୍କର ଫିଲ୍ମ ‘ଔର ମେ କାହାଁ ଦମ୍ ଥା' ରିଲିଜ୍‌ ହୋଇଛି । ଯେଉଁଥିରେ ସେ ପୁଣି ଥରେ ତବୁଙ୍କ ସହ ନଜର ଆସିଛନ୍ତି । ଏହି ଅନସ୍କ୍ରିନ ଯୋଡି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ଏହା…

ସାମ୍ନାକୁ ଆସିଲା ଧନୁଷଙ୍କ ଫିଲ୍ମ ‘ରାୟନ’ର ଦ୍ୱିତୀୟ ଦିନ କଲେକ୍ସନ୍‌, ଦର୍ଶକଙ୍କ ଠାରୁ ମିଳୁଛି ଭିନ୍ନ…

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଧନୁଷଙ୍କ ଜବରଦସ୍ତ ଆକ୍ସନ୍ ଫିଲ୍ମ 'ରାୟନ' ରିଲିଜ୍‌ ହେବା ଠାରୁ ଚର୍ଚ୍ଚାରେ ରହିଛି । ଅନେକ ଦିନ ହେବ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଗୁଜବ ସୃଷ୍ଟି ହୋଇଥିଲା । ୧୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ସାଉଥ୍‌ ଫିଲ୍ମରେ ଧନୁଷ ପୁଣି ଥରେ ତାଙ୍କ…

ସାମ୍ନାକୁ ଆସିଲା ବିକି କୌଶଲଙ୍କ ଫିଲ୍ମ ‘ବ୍ୟାଡ ନ୍ୟୁଜ୍‌’ର ପ୍ରଥମ ଦିନର କଲେକ୍ସନ୍‌

ବଲିଉଡ ଅଭିନେତା ବିକି କୌଶଲ, ଏମି ବିର୍କ ଏବଂ ଟ୍ରୁପ୍ଟି ଡିମ୍ରିଙ୍କ ଅଭିନିତ ଫିଲ୍ମ ‘ବ୍ୟାଡ ନ୍ୟୁଜ୍‌’ ଜୁଲାଇ ୧୯ ରେ ସିନେମା ହଲରେ ରିଲିଜ୍‌ ହୋଇଛି । ଏହି ଫିଲ୍ମଟି ଦର୍ଶକଙ୍କ ଠାରୁ ମଧ୍ୟ ବହୁତ ଭଲ ପ୍ରତିକ୍ରିୟା ପାଉଛି । ଏଥି ସହିତ ଷ୍ଟାର କାଷ୍ଟଙ୍କ ଅଭିନୟକୁ ଦର୍ଶକମାନେ ମଧ୍ୟ ପ୍ରଶଂସା…

ସାମ୍ନାକୁ ଆସିଲା ଫିଲ୍ମ ‘ସରଫିରା’ ଏବଂ ‘ହିନ୍ଦୁସ୍ତାନୀ ୨’ର କଲେକ୍ସନ୍‌, ବକ୍ସ ଅଫିସ୍‌ରେ କରୁଛି…

ଜୁଲାଇ ୧୨ ଶୁକ୍ରବାର ଦିନ ଅକ୍ଷୟ କୁମାରଙ୍କ ଫିଲ୍ମ 'ସରଫିରା' ଏବଂ କମଲ ହାସନଙ୍କ ଫିଲ୍ମ 'ହିନ୍ଦୁସ୍ତାନୀ ୨’ ରିଲିଜ୍‌ ହୋଇଛି । ଉଭୟ ଫିଲ୍ମ ବହୁତ ଭଲ କଲେକ୍ସନ୍‌ କରିଛି । ଉଭୟ ଫିଲ୍ମ ଭିନ୍ନ ଭିନ୍ନ ଷ୍ଟୋରି ଦର୍ଶଇଛି । ଏହି ଫିଲ୍ମଗୁଡିକ ଲୋକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଉଛି ।…

ତୃତୀୟ ଦିନରେ ଫିଲ୍ମ ‘କଲ୍‌କୀ 2898 AD’ କଲା ଜବରଦସ୍ତ କଲେକ୍ସନ୍‌, ଜାଣନ୍ତୁ କେତେ

ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘କଲ୍‌କୀ 2898 AD' ଜୁନ୍ ୨୭ ରେ ସିନେମା ହଲ୍‌ ମୁକ୍ତିଲାଭ କରିଛି । ଏହି ଫିଲ୍ମ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ୍‌ କରିଛି । ତେବେ ରିଲିଜ୍‌ର ଫାଷ୍ଟ ଦିନରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ବହୁତ ଭଲ କଲେକ୍ସନ୍‌ କରିଛି…

ରିଲିଜ୍‌ ହେଲା ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ କଲେକ୍ସନ୍‌

ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଏପ୍ରିଲ୍ ୧୧ରେ ଅର୍ଥାତ ଗୁରୁବାର ଦିନ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଅଜୟ ଦେବଗନଙ୍କ ଫିଲ୍ମ 'ମଇଦାନ' ସହିତ କମ୍ପିଟିସନ୍‌ କରିଛି । ଇଦ୍ ପର୍ବରେ ମୁକ୍ତିଲାଭ କରିଥିବା ଉଭୟ ଫିଲ୍ମ ବକ୍ସ ଅଫିସରେ ଭଲ ଆରମ୍ଭ କରିବ ବୋଲି…

ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ଆଡଭାନ୍ସ ବୁକିଂରେ କଲା ଜବରଦସ୍ତ କଲେକ୍ସନ୍‌, ଜାଣନ୍ତୁ କେତେ ହଜାର…

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମଟି ଆଡଭାନ୍ସ ବୁକିଂରେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ତେବେ ସିନେମା ହଲରେ ରିଲିଜ୍ ହେବା ପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ।…

ସାମ୍ନାକୁ ଆସିଲା ବିଜୟ ଓ ମୃଣାଲଙ୍କ ଫିଲ୍ମ ‘ଦ ଫ୍ୟାମିଲି ଷ୍ଟାର’ ର ପ୍ରଥମ ଦିନରେ ରୋଜଗାର, ଜାଣନ୍ତୁ…

ଲୋକମାନେ ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁରଙ୍କ ରୋମାଣ୍ଟିକ ଫିଲ୍ମ 'ଦ ଫ୍ୟାମିଲି ଷ୍ଟାର' କୁ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଉଛି । ପ୍ରଥମ ଥର ପାଇଁ ପରଦାରେ ଏକାଠି କାମ କରିଛନ୍ତି ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁର । ଏହି ଦୁଇଜଣ…

ରିଲିଜ୍‌ ହେଲା ତବୁ, କରୀନା କପୁର, କ୍ରିତି ସାନନଙ୍କ ଫିଲ୍ମ ‘କ୍ରୁ’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ କଲେକ୍ସନ୍‌

ତବୁ, କରୀନା କପୁର, କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘କ୍ରୁ’ ଶୁକ୍ରବାର ଅର୍ଥାତ୍ ମାର୍ଚ୍ଚ ୨୯ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ବର୍ତ୍ତମାନ ଫିଲ୍ମକୁ ନେଇ ଦର୍ଶକଙ୍କର ଭଲ ରିଭ୍ୟୁ ମିଳିଛି । ତେବେ ଲୋକମାନେ ଫିଲ୍ମ ‘କ୍ରୁ’ କୁ ଏକ ଫୁଲ୍‌ ଏଣ୍ଟଟେନିଙ୍ଗ ଫିଲ୍ମ ବୋଲି କହୁଛନ୍ତି ।…