Below header
Browsing Tag

collection

ବକ୍ସ ଅଫିସ୍‌ରେ କମାଲ୍‌ କରୁଛି ବିକି କୌଶଲଙ୍କ ଫିଲ୍ମ ‘ସାମ୍‌ ବାହାଦୂର’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ…

ବଲିଉଡ ଅଭିନେତା ବିକି କୌଶଲଙ୍କ ଫିଲ୍ମ ‘ସାମ୍‌ ବାହାଦୂର’ ଗତ କାଲି ରିଲିଜ୍‌ ହୋଇଛି । ଭାରତୀୟ ସେନାର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମନେକେଶଙ୍କ ରିୟଲ ଲାଇଫ୍‌ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ଦର୍ଶକଙ୍କୁ ବହୁତ ପଜେଟିଭ୍‌ ରିଭ୍ୟୁ ଦେଇଛନ୍ତି । ଏହି ଫିଲ୍ମଟି ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’…

ରିଲିଜ୍‌ ହୋଇଛି ଫିଲ୍ମ ‘ଆନିମଲ’, ଜାଣନ୍ତୁ ଫାଷ୍ଟ ଡେ ରେ କଲା କେତେ ଇନ୍‌କମ୍‌

ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ଆଜି ସିନେମା ହଲରେ ରିଲିଜ ହୋଇଛି । ଫିଲ୍ମର ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପରେ ଦର୍ଶକ ଏହାକୁ ନେଇ ପଜେଟିବ୍‌ ରିଭ୍ୟୁ ସେୟାର କରିଛନ୍ତି । ବିଶେଷ ଭାବେ ଦିଲ୍ଲୀ ଓ ମୁମ୍ବାଇରେ ଫିଲ୍ମ ଦେଖିବା ପାଇଁ ହାଉସ୍ଫୁଲ୍‌ ହୋଇଯାଉଛି । ସବୁ ଠାରୁ ବଡ…

ରିଲିଜ୍‌ ହେଲା ସାଉଥ୍‌ ସୁପରଷ୍ଟାର ବିଜୟ ଏବଂ ସାମନ୍ଥାଙ୍କ ଫିଲ୍ମ ‘ଖୁସି’, ଜାଣନ୍ତୁ ପ୍ରଥମ ଦିନର ରୋଜଗାର

ଅଗଷ୍ଟ ମାସରେ ବଲିଉଡରେ ଅନେକ ଫିଲ୍ମ ରିଲିଜ୍‌ ହୋଇଛି । ହେଲେ ‘ଜେଲର, ‘ଡ୍ରିମ୍‌ ଗାର୍ଲ ୨’ ଫିଲ୍ମ ବକ୍ସ ଅଫିସ୍‌ରେ ଦଙ୍ଗଲ ସୃଷ୍ଟି କରିଛି । ତେବେ ଏହି ଫିଲ୍ମକୁ ଟକ୍କର ଦେବା ପାଇଁ ବିଜୟ ଦେବରାକୋଣ୍ଡା ଓ ସାମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ ‘ଖୁସି’ ସେପ୍ଟେମ୍ବର ୧ରେ ରିଲିଜ୍‌ ହୋଇଛି । ଫିଲ୍ମ…

ତୃତୀୟ ଦିନରେ ‘ପଠାନ୍’ ଓ ‘ବାହୁବଲୀ’ର ରେକର୍ଡ ଭଙ୍ଗିଲା ‘ଗଦର ୨’

ବଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ଇଣ୍ଡିଆନ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ଏହି ଫିଲ୍ମକୁ ଫ୍ୟାନ୍ସ ପ୍ରଥମ ଦିନରୁ ହିଁ ଭରପୁର ଭଲ ପାଇବା ଦେଇଛନ୍ତି । ‘ଗଦର ୨’ ପ୍ରଥମ ଦିନରେ ହିଁ ୪୦.୧୦ କୋଟି ରୋଜଗାର କରିଛି । ଏହା ସହ ‘ଗଦର ୨’ ୨୦୨୩ ର ମେଗା…

ଫିଲ୍ମ ପ୍ରି କଲେକ୍ସନ ଓ ପୋଷ୍ଟ କଲେକ୍ସନର ବାଟ କଣ ? ଜାଣନ୍ତୁ

କୋଭିଡ ପରବର୍ତ୍ତୀ ସମୟରେ ଏବେ ସିନେମାହଲ ଗୁଡିକରେ ଖଚାଖଚ ଭିଡ । କାରଣ ହେଉଛି ଯେଉଁ ଫିଲ୍ମ ସବୁ କୋଭିଡ ପାଇଁ ରିଲିଜ ନହୋଇ ପାରି ଅଟକି ରହିଥିଲା ତାହା ଏବେ ହଲକୁ ଆସୁଛି । ଆଉ ଦର୍ଶକ ବି ଆଉ ଘରେ ବନ୍ଦ ହୋଇ ରହିବାକୁ ଚାହୁଁନାହାନ୍ତି । ତେଣୁ ଜୋରସୋରରେ ଚାଲିଛି କଲେକ୍ସନ । ଉଦାହରଣ ସ୍ୱରୁପ…

ଅଜବ ସଉକ, ସଂଗ୍ରହ କରୁଛନ୍ତି ଦିଆସିଲି ଖୋଳ

ତେଲ ଲୁଣର ନିତିଦିନିଆ ଜୀବନରେ ଦିଆସିଲି ବହୁ ଦରକାର ହୋଇଥାଏ । ରୋଷେଇ ଘରଠୁ ଆରମ୍ଭ କରି ପୂଜା ଘର ପର୍ଯ୍ୟନ୍ତ ସବୁଠି ଦିଆସିଲିର ଏକ ବିଶେଷ ଚାହିଦା ଅଛି । କିନ୍ତୁ ଏହି ଦିଆସିଲି ଖୋଳ ଗୁଡିକୁ ଜଣେ ବ୍ୟକ୍ତି ଅତି ଆଦରର ସହ ସଂଗ୍ରହ କରି ରଖୁଛନ୍ତି ବୋଲି ଜାଣିଲେ ଆପଣ ବିସ୍ମିତ ହୋଇଯିବେ…