Below header
Browsing Tag

LOVERS SUICIDE

ଭୁବନେଶ୍ୱର : ସାହସ ନଦେଖାଇ ମରଣକୁ ଆବୋରି ନେଲେ ପ୍ରେମିକ ଓ ପ୍ରେମିକା

ଭୁବନେଶ୍ୱର (କେନ୍ୟୁଜ୍‌) : ପ୍ରେମ ପାଇଁ ରସି ଲଗାଇ ଓହଳି ପଡିଲେ ପ୍ରେମୀ ଯୁଗଳ । ଏମିତି ଏକ ସ୍ପର୍ଶ କାତର ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ବସ୍ତିରେ । ଘଟଣାଟି ଗତକାଲି ରାତିରେ ଘଟିଥିବା ଅନୁମାନ କରାଯାଉଛି । ନୟାପଲ୍ଲୀ ପୋଲିସ୍‌ ଘଟଣାର ତଦନ୍ତ…

କୁଜଙ୍ଗ : ପ୍ରେମକୁ ମିଳିଲାନି ସ୍ୱୀକୃତି, ଶେଷରେ ଗଛରେ ରସି ଲଗାଇ ଝୁଲି ପଡିଲେ ପ୍ରେମୀ ଯୁଗଳ

ପାରାଦୀପ(କେନ୍ଯୁଜ୍): ପ୍ରେମକୁ ମିଳିଲାନି ସ୍ୱୀକୃତି, ବାଛି ନେଲେ ଆତ୍ମହତ୍ଯାର ବାଟ। ଗୋଟିଏ ଗଛରେ ରସି ଲଗାଇ ଝୁଲି ପଡିଲେ ଉଭୟ ପ୍ରେମୀ ଯୁଗଳ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଦୁଆଡିଆ ଗ୍ରାମରେ। ସୂଚନା ମୁତାବକ ଦୁଆଡିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ…

କାହିଁକି ମଲେ ଉମେଶ ଓ ଜ୍ୟୋତ୍ସ୍ନା ?

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ଲୁମ୍ବିନୀ ବିହାରରେ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରୁ ମିଳିଛି ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଯୁବକ ଯୁବତୀ ମୟୁରଭଞ୍ଜ ଜିଲ୍ଲା କୁରକୁଟିଆ ଗାଁରେ । ମୃତକ ହେଉଛନ୍ତି ଉମେଶ ମାହାଲି ଓ ଜ୍ୟୋତ୍ସ୍ନା ମାହାଲି…