୪୭ ବର୍ଷ ପରେ ସ୍ନାତକ ଡିଗ୍ରୀ ଲାଭ କଲେ ଭଜନ ଗାୟକ ଅନୁପ ଜଲୋଟା, କହିଲେ- ‘ଦ୍ୱିତୀୟ ଥର ପାଇଁ ପଦ୍ମଶ୍ରୀ ପାଇବା ଭଳି…
ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟକୁ ୧୦୦ ବର୍ଷ ପୂରଣ ହେବା ଅବସରରେ ପାଳିତ ହୋଇଛି ଗୋଲ୍ଡେନ୍ ଜୁବୁଲି। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକପ୍ରିୟ ଭଜନ ଗାୟକ ଅନୁପ ଜଲୋଟା ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ୪୭ ବର୍ଷ ପରେ ନିଜ ସ୍ନାତକ ଡିଗ୍ରୀ ନେଇଛନ୍ତି ଅନୁପ। ବିଶ୍ୱବିଦ୍ୟାଳୟର ଉପକୁଳପତି ଆଲୋକ…