Browsing Tag

lunch today

ଶାନଦାର ଫିଚର୍ସ ସହ ଆଜି ଲଞ୍ଚ ହୋଇପାରେ Moto G9, ଏହି ଫୋନକୁ ଦେଇପାରେ ଟକ୍କର

ମୋଟାରୋଲା ନିଜର ନୂଆ ସ୍ମାର୍ଟଫୋନ Moto G9 କୁ ଭାରତରେ ଆଜି ଲଞ୍ଚ କରିପାରେ। ଗତ କିଛିଦିନ ତଳେ ଫୋନର ଟିଜର ଲଞ୍ଚ ହୋଇଥିଲା। ଯାହା ପରେ ଫୋନ ଖୁବଶୀଘ୍ର ବଜାରକୁ ଆସିବ ବୋଲି ଆକଳନ କରାଯାଉଥିଲା। ଖବର ମୁତାବକ ଆଜି ଦିନ ୧୨ଟାରୁ ଫ୍ଲିପକାର୍ଟ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫୋନ ଲଞ୍ଚ…

ଭାରତରେ ଲଞ୍ଚ ହେଲା ପ୍ରଥମ 5G ଫୋନ Realme X50 Pro, ପ୍ରାରମ୍ଭିକ ମୂଲ୍ୟ ୫୦ ହଜାର ଟଙ୍କା

Realme X50 Pro 5G ଆଜି ଭାରତରେ ଲଞ୍ଚ ହେଉଛି। ଏହା ଭାରତରେ ଲଞ୍ଚ ହେବାକୁ ଥିବା ପ୍ରଥମ ୫ଜି ସ୍ମାର୍ଟଫୋନ। ଏହା ପୂର୍ବରୁ ମୋବାଇଲ ଓ୍ଵାଲର୍ଡ କଂଗ୍ରେସରେ ଲଞ୍ଚ ହେବାକୁ ଥିଲା। କିନ୍ତୁ କରୋନା ଭାଇରସ ଭୟ ଯୋଗୁଁ ଏହି ଇଭେଣ୍ଟକୁ ରଦ୍ଦ କରାଯାଇଥିଲା। ଆଜି ଦିନ ୨.୩୦ରେ ଏହି ଫୋନ ଲଞ୍ଚ ହେବ।…