ଏହି ସପ୍ତାହରେ ଲଞ୍ଚ ହେବ ଅନେକ ଜବରଦସ୍ତ ସ୍ମାର୍ଟଫୋନ୍, ଜାଣନ୍ତୁ ଡିଟେଲ୍ସ
ଭାରତୀୟ ମାର୍କଟରେ ସ୍ମାର୍ଟଫୋନର ଡିମାଣ୍ଡ ବେସ୍ ବଢ଼ି ଚାଲିଛି । ଅନେକ ଲୋକ ନୂଅ ନୂଆ ସ୍ମାର୍ଟଫୋନ୍ କିଣିବା ପାର୍ଇ ପସନ୍ଦ କରିଥାନ୍ତି । ଯଦି ଆପଣ ଜାନୁଆରୀ ମାସରେ କିଛି ନୂଆ ଫୋନ୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି, ତେବେ ଆସନ୍ତୁ ଜାଣିବା ଏହି ଜାନୁଆରୀ ମାସରେ କେଉଁ କେଉଁ ଫୋନ୍ ଲଞ୍ଚ…