Below header
Browsing Tag

lutera gang

ଖଣ୍ଡଗିରି ଥାନା ପୁଲିସର ବଡ ସଫଳତା, ଧରାପଡିଲା କୁଖ୍ୟାତ ୬ ଜଣିଆ ଛିନ୍‌ତାଇ ଗ୍ୟାଙ୍ଗ୍‌

ଖଣ୍ଡଗିରି: ରାଜଧାନୀ ଓ ୧୬ ନମ୍ବର ଜାତୀୟ ରାଜପଥରେ ସକ୍ରିୟ ଥିବା ଏକ କୁଖ୍ୟାତ ୬ ଜଣିଆ ଛିନ୍‌ତାଇ ଗ୍ୟାଙ୍ଗ୍‌କୁ ଖଣ୍ଡଗିରି ଥାନା ପୁଲିସ ଠାବ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭରତପୁରରେ ରହୁଥିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଦେବୀପ୍ରସାଦ ଜେନା(୨୦) ଓରଫ୍ ବୁବୁ, ବାଲିପାଟଣା…