Browsing Tag

luxury watermelon

ଏଠି ଲକଜୁରୀ କାର ଦାମ ସହ ସମାନ ହୋଇଥାଏ ତରଭୁଜର ଦାମ, ମହଙ୍ଗା ଦରରେ ବିକିବା ପାଇଁ ଚାଷୀମାନେ କରିଥାନ୍ତି ଏଭଳି କାମ

ନିକଟରେ ଜାପାନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏଠାରେ ଆପଣ ତରଭୁଜ ବିକି ଏକ ଦାମୀ କାର କିଣିପାରିବେ। କଥାଟା ସହଜରେ ବିଶ୍ୱାସ ହେଉ ନ ଥିଲେ ବି ସତ। ଜାପାନରେ ଦୁଇ ତରଭୁଜ ଯୋଡ଼ିକୁ ୨୯,୩୦୦ ଡଲାରରେ କିଣାଯାଇଛି, ଯାହାକି ଭାରତୀୟ ଦାମ ଅନୁସାରେ…