Browsing Tag

maa bhagbati

ଶକ୍ତି ପୀଠରେ ମାଙ୍କୁ ଦର୍ଶନ ପାଇଁ ସରକାରଙ୍କୁ ଅନୁରୋଧ କଲେ ଲୋକେ

କେନ୍ୟୁଜ (ବ୍ୟୁରୋ): ପାର୍ବଣ ଋତୁରେ ଶକ୍ତି ପୀଠରେ ମାଙ୍କୁ ଦର୍ଶନ ପାଇଁ ସରକାରଙ୍କୁ ଅନୁରୋଧ । ପାର୍ବଣ ଋତୁରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା ବରୁଣେଇ, ମା ଭାଗବତୀ ଓ ଉଗ୍ରତାରା ଆଦି ପୀଠରେ ଏବେ ଚିଲିଛି ନବରାତ୍ରୀ ପୂଜା । ସମସ୍ତ ନୀତି ନିୟମ ଅନୁଯାୟୀ ମାଙ୍କ ପୂଜା ଚାଲିଛି…