Browsing Tag

maa budhisantani yatra

ବ୍ରହ୍ମପୁରରେ ଧୁମ୍‌ଧାମ୍‌ରେ ପାଳନ ହେଉଛି ପ୍ରସିଦ୍ଧ ମା’ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁରରେ ଧୁମ୍‌ଧାମ୍‌ରେ ଚାଲିଛି ମା’ ବୁଢ଼ୀ ସାଆନ୍ତାଣୀଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ଏହି ଯାତ୍ରାର ଅନେକ ପରମ୍ପରା ରହିଛି। ସେଥିରୁ ମାନସିକଧାରୀଙ୍କ ବେଶ ଧାରଣ ପରମ୍ପରା ନିଆରା । ମାନସିକଧାରୀମାନେ ବିଭିନ୍ନ ବେଶ ଧରି ମାଆଙ୍କ ଚରଣ ତଳେ ନିଜକୁ ସମର୍ପିତ…