Browsing Tag

maa dakhineswari kali puja

କଲରାବାଙ୍କରେ ମାଆ ଦକ୍ଷିଣେଶ୍ୱର କାଳିଙ୍କ ପୂଜା ଆରମ୍ଭ, ଆସନ୍ତା ୩୦ ତାରିଖ ଯାଏ ହେବ ଅନୁଷ୍ଠିତ

କଟକ(କେନ୍ୟୁଜ୍): କଟକ ଜିଲ୍ଲା ଆଦର୍ଶ ଗାଁ କଲରାବାଙ୍କଠାରେ ମାଆ ଦକ୍ଷିଣେଶ୍ୱର କାଳିଙ୍କ ପୂଜା ଆରମ୍ଭ ହୋଇଛି। ମାଆଙ୍କ ମୃଣ୍ମୟୀ ମୂର୍ତ୍ତିରେ ଚକ୍ଷୁଦାନ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। କଲରାବାଙ୍କଠାରେ ୧୫୦ ବର୍ଷ ଧରି ଏହି ପୂଜା ଅନୁଷ୍ଠିତ ହୋଇ ଆସୁଛି। ପୂଜାକୁ ନେଇ ଉତ୍ସବମୁଖର…