Browsing Tag

maa kali temple

ଓଡିଶାର ଏହି ଗାଁରେ ପୂଜା ପାଉଛନ୍ତି ୪୫ଫୁଟ୍ ର ମା’କାଳୀ

ଉମରକୋଟ: ଏବେ ପାର୍ବଣର ଋତୁ । ଚାରିଆଡ଼େ ପୂଜା ପାଉଛନ୍ତି ମା' କାଳୀ । ରାଜ୍ୟର ବିଭିନ୍ନ ସ୍ଥାନରେ ମା'ଙ୍କ ପୂଜା ଚାଲିଥିବାବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବଡ଼କୁମାରୀ ଗାଁ ପୂଜା ମଣ୍ଡପର ପୂଜା କିଛି ସ୍ୱତନ୍ତ୍ର । ଏଠାରେ ଦଶଦିନ ଧରି ପୂଜା ପାଆନ୍ତି ମା'  । ଏଠାର ବିଶେଷ୍ୟତ ହେଲା ଏଠାର…

କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁରର ସପ୍ତମାତୃକା ପୀଠ

ଯାଜପୁର ଟାଉନ : ନିଶାର୍ଦ୍ଧରେ ବିରାଜିଲେ ମା’ କାଳୀ । ଏଥିପାଇଁ ସମସ୍ତ ମନ୍ଦିର ଓ ପେଣ୍ଡାଲରେ ସୁରୁଖୁରୁରେ ପୂଜା ଆଗେଇ ଚାଲିଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ସପ୍ତମାତୃକା ପୀଠ । କାଳୀପୂଜା ପାଇଁ ଚଳିତ ବର୍ଷ…

ମା’ରକ୍ଷା କାଳୀଙ୍କ ପୀଠରେ ଗୁଆ ବସାଇଲେ ନିଶ୍ଚିତ ପୂର୍ଣ୍ଣ ହୁଏ ମାନସିକ

ଭଦ୍ରକ(କେନ୍ୟୁଜ): ଓଡିଶାର ଯେଉଁ କେତୋଟି ଶକ୍ତି ପୀଠ ପ୍ରତି ଭକ୍ତ ମାନଙ୍କ ବିଶ୍ୱାସ ଓ ଭରସା ଅଛି ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧିନସ୍ଥ ଦଳାଙ୍ଗ ପଂଚାୟତ ରମେଶ୍ଵର ପୁରଠାରେ ଥିବା ମା'ରକ୍ଷା କାଳୀଙ୍କ ପୀଠ ହେଉଛି ଅନ୍ୟତମ । ଏହି ପୀଠର ପ୍ରସିଦ୍ଧି ଯେପରି ବଢୁଛି ମା'ଙ୍କ…

ଭାରତର ଏମିତି କାଳୀ ମନ୍ଦିର ଯେଉଁଠି ମାଙ୍କ ମୂର୍ତ୍ତି ଉପରେ ଚଢ଼ାଯାଏ ଜଳ, ୨୫୦ ବର୍ଷର ପୁରୁଣା ପରମ୍ପରା

ଭାରତ ନିଜର କଳା ଓ ସଂସ୍କୃତି ପାଇଁ ଖୁବ୍ ପରିଚିତ। ସେଥିପାଇଁ ଏହି ମାଟିର ଇତିହାସ ଟାଣିଆଣେ ଅନେକ ବିଦେଶୀଙ୍କୁ। ପୁଣି ଭାରତରେ ରହିଛି ଅନେକ ଶକ୍ତି ପୀଠ। ହେଲେ ବନ୍ଦା ଠାରେ ମା' କାଳୀଙ୍କର ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ମା’ଙ୍କୁ ଦିଆଯାଏ ଜଳ। ପୁଣି ଏହା ବହୁତ୍ ପୁରୁଣା ପ୍ରଥା।…