Browsing Tag

Maa Katyayani Puja

ନବରାତ୍ରିର ଷଷ୍ଠଦିନରେ କରନ୍ତୁ ମା’ କାତ୍ୟାୟନୀଙ୍କ ପୂଜା, ବିବାହ ଜନିତ ସମସ୍ୟା ହେବ ଦୂର

ଆଜି ନବରାତ୍ରିର ଷଷ୍ଠ ଦିନ। କାତ୍ୟାୟନୀ ହେଉଛନ୍ତି ନବଦୁର୍ଗାଙ୍କ ଷଷ୍ଠ ଅବତାର । ଆଜିର ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ। ନବରାତ୍ର ସମୟରେ କାତ୍ୟାୟନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀଙ୍କ ଆରାଧନା କରାଯାଇଥାଏ । ଦେବୀ ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମା କାତ୍ୟାୟନୀଙ୍କ…

ଶାରଦୀୟ ନବରାତ୍ରି: ଷଷ୍ଠୀରେ କରନ୍ତୁ ମା’ଙ୍କ କାତ୍ଯାୟନୀଙ୍କ ପୂଜା, ସମସ୍ତ ଇନ୍ଦ୍ରିୟକୁ ନିଜ ବଶରେ କରନ୍ତୁ

ଆଜି ନବରାତ୍ରିର ୬ଷ୍ଠ ଦିନ। ଆଜିର ଦିନଟି ମା’ କାତ୍ଯାୟନୀଙ୍କୁ ସମର୍ପିତ। ଯର୍ଜୁବେଦରେ ପ୍ରଥମ ଥର କାତ୍ଯାୟନୀଙ୍କ ନାମ ଉଲ୍ଲେଖ ରହିଛି। ନବରାତ୍ରିର ପ୍ରତ୍ଯେକ ଦିନରେ ମା’ ଅଲଗା ଅଲଗା ସ୍ବରୂପ ଧାରଣ କରନ୍ତି ଓ ବିଧିପୂର୍ବକ ପୂଜା କରାଯାଏ। କୁହାଯାଏ, ଦେବତାଙ୍କ କାର୍ଯ୍ଯ ସିଦ୍ଧ କରିବା ପାଇଁ…

ଚୈତ୍ର ନବରାତ୍ରିର ଷଷ୍ଠ ଦିନରେ କରନ୍ତୁ ମା’ କାତ୍ଯାୟନୀଙ୍କ ପୂଜା: ଜାଣନ୍ତୁ ପୂଜାର ମହତ୍ତ୍ବ ଓ ବିଧି

ଆଜି ଚୈତ୍ର ନବରାତ୍ରିର ୬ଷ୍ଠ ଦିନ। ଆଜିର ଦିନଟି ମା’ କାତ୍ଯାୟନୀଙ୍କୁ ସମର୍ପିତ। ପଞ୍ଚାଙ୍ଗ ଅନୁସାରେ ୧୮ ଏପ୍ରିଲରେ ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ରହିଛି। ଏହି ଦିନର ନକ୍ଷତ୍ର ଆଦ୍ରା ରହିଥାଏ। ଏହି ଦିନ ମିଥୁନ ରାଶିରେ ଚନ୍ଦ୍ରମା ଗୋଚର ହୋଇଥାନ୍ତି। ନବରାତ୍ରିର ପ୍ରତ୍ଯେକ ଦିନରେ…