Browsing Tag

maa laxmiji

କରଜରୁ ମୁକ୍ତ ହେବାକୁ ଚାହୁଁଛନ୍ତି ଯଦି ଶୁକ୍ରବାର ରାତିରେ କରନ୍ତୁ ଏହି ଛୋଟ ଉପାୟ, ଶୀଘ୍ର ପାଇବେ କରଜରୁ ମୁକ୍ତି

ସପ୍ତାହର ସବୁ ଦିନ କୌଣସି ନା କୌଣସି ଦେବତାଙ୍କ ନାମରେ ସମର୍ପିତ । ଶାସ୍ତ୍ରରେ ପ୍ରତିଦିନ କିଛି ନିୟମ ସମ୍ପର୍କରେ କୁହାଯାଇଛି । ଶୁକ୍ରାବାର ଦିନ ମା’ ଲକ୍ଷ୍ମୀଙ୍କୁ ସମର୍ପିତ । ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି କି ସେମାନଙ୍କ ଜୀବନରେ କେବେ ବି ଧନ ରତ୍ନର ଅଭାବ ନଉ । ମା’ ଲକ୍ଷ୍ମୀଙ୍କ କୃପା…