Browsing Tag

maa majhighariani hundi

୩ ମାସ ପରେ ଖୋଲିଲା ମାଆ ମଝିଘରିଆଣୀଙ୍କ ଦାନ ହୁଣ୍ଡି, ବାହାରିଲା ୬୮ ଲକ୍ଷରୁ ଅଧିକ ଟଙ୍କା

ରାୟଗଡା (କେନ୍ୟୁଜ): ମାଆ ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ବାହାରିଲା ୬୮ଲକ୍ଷ ୭୪ହଜାର ୧୪୦ ଟଙ୍କା। ଏହାସହ ୫୩ଗ୍ରାମ ସୁନା, ୧ କିଲୋ ୭୯୭ ଗ୍ରାମ ରୁପା ମଧ୍ୟ ଦାନ ହୁଣ୍ଡିରୁ ବାହାରିଛି। ଦୀର୍ଘ ୩ ମାସ ପରେ ଖୋଲାଯାଇଥିଲା ରାୟଗଡାର ଅଧିଷ୍ଟାତ୍ରୀ ଦେବୀ ମଝିଘରିଆଣୀଙ୍କ ଦାନ ହୁଣ୍ଡି । ସଂଧ୍ୟାରେ…