Browsing Tag

macbook-christmas-deals

ଖ୍ରୀଷ୍ଟମାସ ପାଇଁ ଆପଲ୍ M1 ମ୍ୟାକବୁକ୍ ଏୟାର ପ୍ରାଇସ ହେଲା ସବୁଠୁ କମ, ଜଲ୍ଦି କିଣନ୍ତୁ

ବର୍ତ୍ତମାନ ନୂଆ ବର୍ଷ ପାଇଁ ସବୁଠି ଜମୁଛି ଅଫର ମାଡ। ତେଣୁ ନୂଆ ବର୍ଷ ଆସିବା ପୂର୍ବରୁ ହିଁ ଖ୍ରୀଷ୍ଟମାସ ପାଇଁ ଆପଲ୍‌ ର ସୁପର ପାୱାରଫୁଲ ଲ୍ୟାପଟପରେ ଆସିଛି ବଡ ଅଫର ଆଉ ଡିସକାଉଣ୍ଟ । ଖ୍ରୀଷ୍ଟମାସ ଆଉ କିଛି ଦିନ ବାକି ଅଛି, କିନ୍ତୁ ବଡ ଦିନ ପୂର୍ବରୁ ଆପଣଙ୍କୁ ଏକ ନୂଆ ଅଫର ମିଳୁଛି ।…