Browsing Tag

magic drink

ଖାଲିପେଟରେ ପିଅନ୍ତୁ ଏହି ଫ୍ୟାଟ୍‌ କିଲର ଡ୍ରିଙ୍କ୍‌, ୧୦ ଦିନରେ କମିବ ଓଜନ

ମୋଟାପଣ ଏକ ଏଭଳି ସମସ୍ୟା, ଯାହା କେବଳ ପର୍ସନାଲିଟିକୁ ଖରାପ କରେନି ବରଂ ରକ୍ତଚାପ, ଡାଇବେଟିସ୍‌, ହାର୍ଟ ଆଟାକ୍‌ ଭଳି ରୋଗକୁ ବି ବରଣ କରେ। ଶରୀରର ଚର୍ବି କମ୍‌ କରିବା ପାଇଁ ଲୋକମାନେ ଜିମ୍‌ରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇଥାଉ। ତଥାପି ମୋଟାପଣ କମିନଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ…