Below header
Browsing Tag

maha saptami puja

ଆଜି ମା’ଙ୍କର ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା : ମହିଷାମର୍ଦ୍ଦିନୀଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ

ଭୁବନେଶ୍ୱର (କେନ୍ୟୁଜ): ଧରାବତରଣ କରିଛନ୍ତି ମାଆ ଜଗଜ୍ଜନନୀ ଦୁର୍ଗା। ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଚଣ୍ଡୀପାଠ ଓ ମନ୍ତ୍ରୋଚାରଣରେ ପ୍ରକମ୍ପିତ ଚାରିଆଡ଼ । ମାଆ ଜଗଜ୍ଜନନୀ, ଦୁର୍ଗେ ଦୁର୍ଗତିନାଶିନୀ, କାତ୍ୟାୟିନୀ, ମହିଷାମର୍ଦ୍ଦିନୀଙ୍କ ଚାଲିଛି…

ଆଜି ପୀଠରେ ମହାଷ୍ଟମୀ ଓ ମଣ୍ଡପରେ ମହାସପ୍ତମୀ ପୂଜା, ଚଳିତବର୍ଷ ଗଜବାହାନରେ ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା

ଭୁବନେଶ୍ୱର(କେନ୍ୟୁଜ୍): ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଚଳିତବର୍ଷ ଗଜବାହାନରେ ଆସିଛନ୍ତି ମାଆ । ମଣ୍ଡପରେ ଆଜି ମହାସପ୍ତମୀ ପୂଜା । ଗତକାଲି ମାଆଙ୍କର ବିଲ୍ଵବରଣ କରାଯାଇଛି । ଆଜି ମାଆଙ୍କ ଚକ୍ଷୁଦାନ କରାଯିବ । ମନ୍ତ୍ରପାଠରେ କମ୍ପୁଛି ପରିବେଶ । ଘଟ ଆଗମନ ପରେ ପୂଜା ଆରମ୍ଭ…