ଆଜି ପୀଠରେ ମହାଷ୍ଟମୀ ଓ ମଣ୍ଡପରେ ମହାସପ୍ତମୀ ପୂଜା, ଚଳିତବର୍ଷ ଗଜବାହାନରେ ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା

ଭୁବନେଶ୍ୱର(କେନ୍ୟୁଜ୍): ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଚଳିତବର୍ଷ ଗଜବାହାନରେ ଆସିଛନ୍ତି ମାଆ । ମଣ୍ଡପରେ ଆଜି ମହାସପ୍ତମୀ ପୂଜା । ଗତକାଲି ମାଆଙ୍କର ବିଲ୍ଵବରଣ କରାଯାଇଛି । ଆଜି ମାଆଙ୍କ ଚକ୍ଷୁଦାନ କରାଯିବ । ମନ୍ତ୍ରପାଠରେ କମ୍ପୁଛି ପରିବେଶ । ଘଟ ଆଗମନ ପରେ ପୂଜା ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.