ଫର୍ଣ୍ଣିଚର ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିଓ୍ଵଣ୍ଡି ଅଞ୍ଚଳରେ ଏକ ଫର୍ଣ୍ଣିଚର ଗୋଦାମରେ ଭୀଷଣ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କୀତବର ପାଇଁ ଦମକଳ ବାହିନୀ ପକ୍ଷରୁ ୪ଟି ଗାଡି ନିୟୋଗିତ କରାଯାଇଛି। ଏପର୍ଯ୍ୟନ୍ତ କେହି ଆହତ ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଭିଓ୍ଵଣ୍ଡି ଅଞ୍ଚଳରେ ଥିବା…