Browsing Tag

mahavinayak mandir

ମହାବିନାୟକଙ୍କୁ ଦର୍ଶନ କଲେ ପାଣ୍ଡିଆନ, ପୀଠର ବିକାଶ ପାଇଁ ଦାବିପତ୍ର ପ୍ରଦାନ କଲେ ସେବାୟତ

ଯାଜପୁର (କେନ୍ୟୁଜ): ଯାଜପୁରର ପ୍ରସିଦ୍ଧ ଶୈବପୀଠରେ ମହାବିନାୟକଙ୍କୁ ଦର୍ଶନ କଲେ 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତକାଲି 5 T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ଯାଜପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ନିର୍ବାଚନମଣ୍ଡଳୀର ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ବଡ଼ଚଣା…