ଦୁଇ କେ ପଣିକିଆ ଆସିଲାନି, ଖାସ୍ ସେଥିପାଇଁ ବିବାହ ବେଦୀରୁ ଶିଶୁପାଳ ହୋଇ ଫେରିଲା ବର
ଆପଣମାନେ ବିବାହ ବେଦୀରେ କିମ୍ବା ବିବାହ ପୂର୍ବରୁ ଅନେକ କାରଣ ଯୋଗୁଁ ବିବାହ ଭାଙ୍ଗିଥିବା କଥା ନିଶ୍ଚିତ ଜାଣିଥିବେ। କେତେବେଳେ ଯୌତୁକ ପାଇଁ ତ କେତେବେଳେ ମଦ୍ୟପ ବର ଯୋଗୁ ବାହା ଘର ଭାଙ୍ଗିଯାଏ। କିନ୍ତୁ ଏମିତି ଖବର ଆମେ ଆପଣଙ୍କୁ ଜଣାଇବୁ, ଯାହା ବିଷୟରେ ଜାଣିଲେ ଆପଣ ହସିବେ କି କ’ଣ କରିବେ…