ଯଦି ଆପଣ ମେକଅପ୍ କରିବା ଛାଡ଼ିଦିଅନ୍ତି ତ୍ୱଚାରେ କ’ଣ ପରିବର୍ତ୍ତନ ହେବ?
ଆଜିକାଲି ମେକଅପ୍ ଆମ ଲାଇଫଷ୍ଟାଇଲର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ପ୍ରାୟତଃ ମହିଳାମାନେ ଆଜିକାଲି ସୁନ୍ଦର ଦେଖାଯିବା ପାଇଁ ମେକଅପ୍ ବ୍ୟବହାର କରୁଛନ୍ତି । ପ୍ରତିଦିନ ମେକଅପ୍ କରିବା ସ୍କିନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ଏବଂ ଏହା ଧୀରେ ଧୀରେ ପ୍ରାକୃତିକ ଚମକକୁ ମଧ୍ୟ ହ୍ରାସ…