Browsing Tag

mal mass

ଅଧିକ ମାସ (ମଳ ମାସ)ରେ ଭୁଲରେ ବି କରନ୍ତୁ ନାହିଁ ଏସବୁ କାର୍ଯ୍ୟ, ଜାଣନ୍ତୁ କ’ଣ

ଭଗବାନ ବିଷ୍ଣୁଙ୍କ ସର୍ବାଧିକ ପ୍ରିୟ ଅଧିକମାସ (ମଳମାସ) ଗତକାଲି ଠାରୁ ଆରମ୍ଭ ହୋଇଛି। ମାନ୍ୟତା ଅନୁଯାୟୀ ଅଧିକ ମାସ ୩୨ ମାସ, ୧୬ ଦିନ ଏବଂ ୪ ଘଣ୍ଟା ଅନ୍ତରରେ ଆସିଥାଏ। ଏହାକୁ ମଳମାସ, ଅଧିକ ମାସ, ମଲିମ୍ଲୁଚ ମାସ ଏବଂ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଇଥାଏ। ପୌରାଣିକ ମାନ୍ୟତା ଅନୁଯାୟୀ ୧୨…