Browsing Tag

malabar nut

ଛାତିରେ ଜମିଥିବା କଫକୁ ବାହାର କରିଦିଏ ବାସଙ୍ଗ(ଅଡୁସା), ଆସ୍ଥମା ରୋଗ ପାଇଁ ମଧ୍ୟ ରାମବାଣ

ବାସଙ୍ଗ (ଅଡୁସା) ଯାହାକୁ ମାଲବାର ନଟ୍‌ ନାମରେ ମଧ୍ୟ ବେଶ ଜଣାଶୁଣା। ଏହାକୁ ଆପଣ ସିଜୁ ଗଛ ଭଳି ପ୍ରତ୍ୟେକ ବାଡବଗିଚାର ବାଡରେ ଦେଖିଥିବେ ନିଶ୍ଚିତ। ଛୋଟ ଛୋଟ ସିଜୁ ବୁଦା ଭଳି ହୋଇଥିବା ଏହି ଗଛରେ ଲୁଚିରହିଛି ଅନେକ ଔଷଧୀୟ ଗୁଣ। ଏହାକୁ ବ୍ୟବହାର କରିବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ…