Below header
Browsing Tag

malkanagiri

ନିଶାସକ୍ତ ବାପାର ଉନ୍ମତ୍ତ କାଣ୍ଡ, ଭାତରେ ବିଷ ଦେଇ ପରିବାରର ୫ଜଣଙ୍କୁ ହତ୍ୟା ଉଦ୍ୟମ

ମାଲକାନାଗିରି: ମାଲକାନାଗିରି ଜିଲ୍ଲା ମାଥିଲି ବ୍ଲକ ଅଂଚଳର କାଳିଆନାୟକଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରର ୫ ଜଣ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବିଷ ମିଶା ଭାତ ଖାଇ ପରିବାରର ୫ଜଣ ଗୁରୁତର ଅସୁସ୍ଥ ହୋଇଥିବା ଜଣାଯାଇଛି । ଭାତରେ ବିଷ ଦେଇ…

ମାଲକାନାଗିରି: ପୁଣି ମାତିଲେ ଲାଲ୍‌ବାହିନୀ, ଜାଳି ଦେଲେ ୧୦ ଗାଡି

ମାଲକାନାଗିରି: ପୁଣି ମାତିଲେ ଲାଲ୍‌ବାହିନୀ । ସୀମାନ୍ତରେ ଜାଳିଦେଇଛନ୍ତି ୧୦ ଗାଡି। ମାଲକାନଗାରି ସୀମାନ୍ତ ପୂର୍ବ ଗୋଦବରି ଜିଲ୍ଲାର ଚିଣ୍ଟୁର ମାଣ୍ଡଲମ ଜଙ୍ଗଲ ପରିସରରେ ରାସ୍ତା କାମକୁ ବିରୋଧ କରି ଏହି ମାଓବାଦୀ ମାନେ ‌ତାଣ୍ଡବ କରିଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ…

ଅପୂର୍ଣ୍ଣ ରହିଲା ଘରକୁ ଫେରିବା ସ୍ବପ୍ନ, ଚାଲି ଚାଲି ଆସୁ ଆସୁ ଅଧା ବାଟରେ ଗଲା ଜୀବନ

ଲକ ଡାଉନ ସମୟରେ ହାତରେ ପଇସା କି କାମ ନଥିବାରୁ ହାଇଦରାବାଦରୁ ଚାଲି ଚାଲି ଆସୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ମାଲକାନାଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିଡିପାଲ୍ଲି ପଂଚାୟତ ଟାଙ୍ଗିଣିତଙ୍ଗ ଗ୍ରାମର କସା ମାଡକାମୀ ନାମକ ଯୁବକ ଦାଦନ ଖଟିବାକୁ ହାଇଦରାବାଦ…

ମାଲକାନାଗିରି: କରୋନା ସତର୍କତା ନେଇ ଜିଲ୍ଲା କାରାଗାର ବିଶୋଧନ କଲା ଅଗ୍ନିଶମ ବିଭାଗ

ମାଲକାନଗିରି: ସାରା ଦେଶରେ କରୋନା ମୁକାବିଲା ନେଇ ତତ୍ପରତା ଦେଖାଦେଇଥିବାବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ମଧ୍ୟ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ଯୁଦ୍ଧରେ ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ଆଗେଇ ଆସୁଛନ୍ତି। ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲା କାରାଗାରରେ ବିଶୋଧନ…