Browsing Tag

malkangiri accident

ମାଲକାନଗିରିର ବିଜାପଦର ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଜାପଦର ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ୍  ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ଯୁ ହୋଇଛି। ରାସ୍ତା ଉପରେ ଦୀର୍ଘ ସମୟ ଧରି ଶବ ପଡି ରହିଥିଲା। ସୂଚନା ଅନୁଯାୟୀ, ଗତକାଲି ଗୋଟିଏ ବାଇକ୍ …