Browsing Tag

malkangiri black magic

ଗୁଣିଗାରେଡି ସନ୍ଦେହ, ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଓର୍କେଲ ଥାନା ପୋଲିସ

ମାଲକାନଗିରି : ଡାହାଣୀ ଧରିବାକୁ ଗାଁରେ ଖଟବିଦ୍ୟା ।  ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଗାଁରୁ ବିତାଡ଼ିତ କରୁଥିବା ବେଳେ ୬ ପୂଜାରୀ ଗିରଫ କୋର୍ଟ ଚାଲାଣ ।  ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଚିତାପାରୀ-୪ ଗାଁରେ ।  ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…

ମାଲକାନାଗିରି: ଉଦୟଗିରି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣକୁ ହତ୍ୟା ଘଟଣା, ୫ ଗିରଫ

ମାଲକାନାଗିରି: ମାଲକାନାଗିରି ସୀମାନ୍ତ ପଡିଆ ବ୍ଳକ ଉଦୟଗିରି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣକୁ ହତ୍ୟା ଘଟଣାରେ ୫ ଗିରଫ । ଗିରଫ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଡ଼ିଆ ଥାନା ପୋଲିସ । ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଉଦୟଗିରି ଗ୍ରାମର ବାଗା କାବାସୀଙ୍କୁ କିଛି ଲୋକ…