Browsing Tag

man beats wife

ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ, ଲୁଣ ପାଇଁ ସ୍ତ୍ରୀକୁ ମାଡ଼ ମାରି ଜଙ୍ଗଲରେ ଫିଙ୍ଗିଲା ସ୍ୱାମୀ

କନ୍ଧମାଳ: ଲୁଣ ପାଇଁ ସ୍ତ୍ରୀକୁ ମାଡ଼ ମାରି ଜଙ୍ଗଲରେ ଫିଙ୍ଗିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଫିରିଙ୍ଗିଆ ଥାନା ମଣ୍ଡୁମାସ୍କା ଗାଁରେ । ଉକ୍ତ ଗାଁର ଟେଙ୍ଗ କହଁର ଓ ସ୍ତ୍ରୀ କାମିନୀ କହଁର ତାଙ୍କ ୫ଟି ସନ୍ତାନଙ୍କୁ ନେଇ ବାସ କରନ୍ତି । ଘରେ ଲୁଣ ନଥିବା କାମିନୀ…