କେଇ ଘଣ୍ଟା ପରେ ବେଦିରେ ହୋମ ନିଆଁକୁ ସାକ୍ଷୀ ରଖି କରିଥାନ୍ତେ ବିବାହ, ବଦଳରେ ଜଳିଲା ଜୁଇ
ବାଲିଅନ୍ତା: ମାତ୍ର କେଇ ଘଣ୍ଟା ପରେ ବରବେଶ ସାଜି ଗତକାଲି କନ୍ୟା ଘର ଅଭିମୁଖେ ବାହାରିଥାନ୍ତେ ଅକ୍ଷୟ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ବରବେଶ ବଦଳରେ ତାଙ୍କ ଦେହରେ ବିଛାଇ ଦିଆଗଲା ଅଭିର ଏବଂ ପିନ୍ଧାଇ ଦିଆଗଲା ନୂଆ ଧଳା ଧୋତି। ୬ ଖଣ୍ଡ ବାଉଁଶରେ ତିଆରି କୋକେଇରେ ତାଙ୍କୁ ଶୁଆଇ…