Browsing Tag

man cut dogs leg

ପ୍ରତିଶୋଧ ପାଇଁ କୁରାଢ଼ୀରେ ହାଣିଦେଲେ କୁକୁରର ୩ ଗୋଡ଼, ଛଟପଟ ହୋଇ ଚାଲିଗଲା ପ୍ରାଣ; ଭାଇରାଲ ହେଉଛି ଭିଡିଓ

କ୍ରୁରତାର ସବୁ ସୀମା ଟପିଲା ମଣିଷ। ପ୍ରତିଶୋଧ ନେବାକୁ ନିରୀହ କୁକୁରର ୩ ଗୋଡ଼କୁ ହାଣି ହତ୍ୟା କଲା। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ରାଜସ୍ଥାନର ଅଲବରଠାରେ। ଏଠାରେ ଏକ ପୋଷା କୁକୁରକୁ ମାଲିକର କ୍ଷେତରୁ ଉଠାଇ ନେଇ କିଛି ଲୋକ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଯାହାର ଭିଡ଼ିଓ ଏବେ…