Browsing Tag

man with alligator

ସୁଟକେସରେ କୁମ୍ଭୀର ନେଇ ଯାଉଥିଲେ ଅନ୍ୟଦେଶକୁ, ଏୟାରପୋର୍ଟରେ ଚେକିଂ ପରେ ହେଲା ଏମିତି

ନୂଆଦିଲ୍ଲୀ : ଏୟାରପୋର୍ଟରେ ସିକ୍ୟୁରିଟି ଚେକ୍‌ ବେଳେ ଏମିତି ଏକ ଘଟଣା ସାମନାକୁ ଆସିଛି,ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ବ୍ୟକ୍ତି ଏକ କୁମ୍ଭୀର ଛୁଆକୁ ସୁଟକେସରେ ନେଇ ଯାଉଥିବା ଦେଖାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଲଗେଜ ସ୍କାନରେ ତାଙ୍କ…