Below header
Browsing Tag

maneka gandhi

‘କାହାକୁ ଛାଡ଼ିବି ନାହିଁ’…ମେନକା ଗାନ୍ଧିଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ଏଲ୍‌ଭିଶ ଯାଦବ

ବିଗ୍ ବସ୍ OTT-୨ ବିଜେତା ତଥା ଜଣାଶୁଣା ୟୁଟ୍ୟୁବର୍ ଏଲଭିଶ ଯାଦବ ବିଜେପି ସାଂସଦ ମେନକା ଗାନ୍ଧିଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବେ। ସାପ ଚୋରା ଚାଲାଣ ଏବଂ ରେଭ ପାର୍ଟି ଆୟୋଜନ ଅଭିଯୋଗରେ ମାମଲା ପଞ୍ଜୀକୃତ ହେବା ପରେ ଏଲଭିଶ ଯାଦବ ଏହା କହିଛନ୍ତି। ମେନକା ଗାନ୍ଧି ଏକ ବୟାନରେ…

ଇସ୍କନ ଦେଶର ସବୁଠୁ ବଡ ଠକ ସଂଗଠନ : ମେନକା ଗାନ୍ଧି

ବିଜେପି ସାଂସଦ ମେନକା ଗାନ୍ଧି ‘ଇଣ୍ଟରନ୍ୟାସନାଲ ସୋସାଇଟି ଫର୍‌ କୃଷ୍ଣ କନସିଓସାନସ ଇସ୍କନ ଉପରେ ଅଭିଯୋଗ କରିଛନ୍ତି । ଇସ୍କନକୁ ଦେଶର ସବୁଠାରୁ ବଡ ଠକ ସଂଗଠନ ବୋଲି କହିଛନ୍ତି ମେନକା ଗାନ୍ଧି । ମେନକା ଅଭିଯୋଗ କରିଛନ୍ତି ଯେ, ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛି ।…

କାଦୁଅରେ ଗୋଡ଼ ଖସି ତଳେ କଚାଡ଼ି ପଡ଼ିଲେ ବିଜେପି ସାଂସଦ ମେନକା ଗାନ୍ଧୀ; ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ

ଉତ୍ତର ପ୍ରଦେଶର ସୁଲତାନପୁରରେ ପୌରପାଳିକା ନିର୍ବାଚନ ପ୍ରଚାର ପାଇଁ ସୋମବାର ସନ୍ଧ୍ୟା ୭ଟାରେ ବିଜେପି ସାଂସଦ ମେନକା ଗାନ୍ଧୀ ଘାସିଗଞ୍ଜ ୱାର୍ଡରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମସ୍ଥଳଠାରୁ କିଛି ଦୂରରେ ତାଙ୍କ ଗାଡ଼ି ଅଟକିଥିଲା ଏବଂ ସେ କାର୍‌ରୁ ଓହ୍ଲାଇ ଚାଲି ଚାଲି କାର୍ଯ୍ୟକ୍ରମସ୍ଥଳ ଆଡ଼କୁ…

 ଭୋଟିଂ ସମୟରେ ରାଗି ବିପକ୍ଷଙ୍କ ଉପରେ ବର୍ଷିଲେ ମେନକା ଗାନ୍ଧୀ, ଦେଖନ୍ତୁ ଭିଡିଓ

ଆଜି ସାରା ଦେଶରେ ଚାଲିଛି ଷଷ୍ଠ ପର‌୍ୟ୍ୟୟ ଭୋଟ ଗ୍ରହଣ । ଆଜି ସକାଳେ ଭୋଟ୍ ଗ୍ରହଣ ଆରମ୍ଭ ହେବା ପରେ କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମେନକା ଗାନ୍ଧୀ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ସୋନୁ ସିଂହଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ଉତ୍ତର ପ୍ରଦେଶର…

ମହଙ୍ଗା ପଡିଲା ବିବାଦୀୟ ମନ୍ତବ୍ୟ, ଆଜମ୍ ଖାନ୍ ୩ ଦିନ ଏବଂ ମେନକା ଗାନ୍ଧୀ ୨ ଦିନ ଯାଏଁ କରି ପାରିବେନି ନିର୍ବାଚନ…

ଆଜମ୍ ଖାନ୍ ଏବଂ ମେନକା ଗାନ୍ଧୀଙ୍କୁ ଝଟକା । ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ନିର୍ବାଚନ କମିସନଙ୍କ କଠୋର ପଦକ୍ଷେପ । ଆଜମ୍ ଖାନ୍ ୩ ଦିନ ଏବଂ ମେନକା ଗାନ୍ଧୀ ୨ ଦିନ ଯାଏଁ କରିପାରିବେନି କୌଣସି ପ୍ରକାର ନିର୍ବାଚନ ରାଲି, ଶୋଭାଯାତ୍ରା । ଏହି ନିର୍ଦ୍ଦେଶ ୧୬ ତାରିଖ ସକାଳ ୬ଟାରୁ ଲାଗୁ ହେବ।…

ଡ୍ରିମ ହୋମରେ ନିର୍ଯାତନା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମାନେକା ଗାନ୍ଧି

ଢେଙ୍କାନାଳ ବେଲଟିକିରି ଡ୍ରିମ ହୋମରେ ନିର୍ଯାତନା,ଧର୍ମାନ୍ତରଣ ଖବରର ହେବ ତଦନ୍ତ । ଏ ନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ନିର୍ଦ୍ଦେଶ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ତଦନ୍ତ…