Below header

ଡ୍ରିମ ହୋମରେ ନିର୍ଯାତନା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମାନେକା ଗାନ୍ଧି

ଢେଙ୍କାନାଳ ବେଲଟିକିରି ଡ୍ରିମ ହୋମରେ ନିର୍ଯାତନା,ଧର୍ମାନ୍ତରଣ ଖବରର ହେବ ତଦନ୍ତ । ଏ ନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ନିର୍ଦ୍ଦେଶ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଚିଠିରେ ମାନେକା ଲେଖିଛନ୍ତି ସେଲଟର ହୋମରେ ନିର୍ଯାତନା,ଧର୍ମାନ୍ତରଣ ଖବର ଆସୁଛି । ବିନାପଞ୍ଜୀକରଣରେ ୨ବର୍ଷ ହେଲା ସେଲଟରହୋମ ଚାଲିଥିଲା । ସେହିପରି ସବୁ ସେଲଟର ହୋମ ଦେଖିବା ପାଇଁ NCPCRଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.