Below header
Browsing Tag

manesar center

ଆର୍ମି ସେଣ୍ଟରରେ ଏମିତି ଅବସ୍ଥାରେ ଅଛନ୍ତି ଚୀନ୍‌ରୁ ଫେରିଥିବା ଭାରତୀୟ, ଦେଖନ୍ତୁ ଲାଇଭ୍‌ ଫୁଟେଜ୍‌

ଚୀନ୍‌ର ବୁହାନରୁ ଭାରତ ଫେରିଥିବା ନାଗରିକଙ୍କୁ ମାନେସରଠାରେ ଏକ ଆର୍ମି ସେଣ୍ଟରରେ ରଖାଯାଇଛି। ଏଠାରେ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନିଆଯାଉଛି। ଆର୍ମି ଡାକ୍ତରମାନେ ନିୟମିତ ଭାବେ ସେମାନଙ୍କ ପରୀକ୍ଷା କରୁଛନ୍ତି। ସୂଚନାଯୋଗ୍ୟ ଯେ ଚୀନ୍‌ର ବୁହାନରୁ ୬୪୭ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଛି।…