Below header
Browsing Tag

mango rabdi

ବଜାର ଭଳି ଆମ୍ବ ରାବିଡ଼ି ବନାନ୍ତୁ ଘରେ, ଗରମରେ ଏକଦମ ମଜା ଆସିଯିବ

ଫଳ ମାନଙ୍କର ରାଜା ଆମ୍ବର ଋତୁ ଆସିଗଲାଣି। ଲକଡାଉନ ହୋଇନଥିଲେ ଏତେବେଳକୁ ଆମ୍ବରେ ପ୍ରସ୍ତୁତ ଅନେକ ବ୍ୟଞ୍ଜନ ଆପଣ ଖାଇଥାନ୍ତେ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ 'ଆମ୍ବ ରାବିଡ଼ି' ରେସିପି ନେଇ ଆସିଛୁ। ଯାହା ଏହି ଗରମରେ ଆପଣଙ୍କୁ ଥଣ୍ଡା ଥଣ୍ଡା ଅନୁଭବ କରାଇବ। ତାହାଲେ ଆସନ୍ତୁ ଜାଣିବା ଏହାକୁ…

ଝଟପଟ ବନାନ୍ତୁ ଆମ୍ବ ରାବିଡି, ଥରେ ନିଶ୍ଚୟ ଟ୍ରାଇ କରନ୍ତୁ ଏହି ରେସିପି

ଆମ୍ବକୁ ଖାଇ ଖାଇ ବୋର ହୋଇଗଲେଣି ତ କିଛି ଅଲଗା ଉପାୟ ଟ୍ରାଏ କରିବା ଉଚିତ। ଏହି ସପ୍ତାହରେ ଆମ୍ବର ରାବିଡି ଟ୍ରାଇ କରନ୍ତୁ। ଥରେ ଆପଣ ଏହି ରେସିପିକୁ ପ୍ରସ୍ତୁତ କରିବେ ତ ଲୋକମାନେ ଆପଣଙ୍କୁ ଏହାକୁ ବାରମ୍ବାର ବନାଇବା ପାଇଁ ଜିଦ୍ଦି ଧରିବେ। ତେବେ ଆସନ୍ତୁ ଜାଣିବା ଆମ୍ବ ରାବିଡି ବନାଇବାର…