ଫ୍ୟାନ୍ଙ୍କ ପ୍ରଶ୍ନର ଜବାବ ଦେଲେ ଶାହାରୁଖ ଖାନ୍, କହିଲେ ମନ୍ନତରେ ରହିବାକୁ ହେଲେ ଦେବାକୁ ପଡ଼ିବ ଏତିକି ଟଙ୍କା ଭଡ଼ା
ରୋମାନ୍ସ କିଙ୍ଗ୍ ଶାହାରୁଖ ଖାନ୍ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି। ପ୍ରାୟ ସମୟରେ ଏହି ଷ୍ଟାର୍ ଫ୍ୟାନମାନଙ୍କ ପାଇଁ କିଛି ନା କିଛି ସେୟାର କରିଥାନ୍ତି। କୌଣସି ଫିଲ୍ମ କରୁନଥିଲେ ବି କିଙ୍ଗ୍ ଖାନ୍ ଫ୍ୟାନ୍ଙ୍କ ସହ ଯୋଡ଼ି ହୋଇ ରହିବାକୁ ଆଦୌ ଭୁଲିନାହାନ୍ତି।…