ବନ୍ଧୁକ ଧରା ହାତରେ ବରଣ ମାଳା, ଲାଲ ବାହିନୀ ହାତ ଛାଡ଼ି ବିବାହ ବନ୍ଧନରେ ବାନ୍ଧି ହେଲେ ମାଓ ଯୁବକ ଯୁବତୀ
କଳାହାଣ୍ଡି(କେନ୍ୟୁଜ୍): ଯେଉଁ ହାତରେ ଥିଲା ଦିନେ ବନ୍ଧୁକ, ସେହି ହାତରେ ଆଜି ବରଣମାଳ । ଯେଉଁ ଯୁବକଯୁବତୀ ଦିନେ ଅନ୍ୟର ଜୀବନ ନେବାକୁ ପଛାଉ ନଥିଲେ, ସେମାନେ ଆଜି ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି । ଲାଲ ବାହିନୀ ହାତ ଛାଡ଼ି ଥିବା କଲମ ଦେଈ ଓ ରାମଦାସ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତ…