Below header

ରାଉରକେଲା ପୋଲିସ ନିକଟରେ ମାଓ ଦମ୍ପତ୍ତି କଲେ ଆତ୍ମସମର୍ପଣ, ନିୟମ ଅନୁସାରେ ସୁବିଧା ସୁଯୋଗ ଦିଆଯିବ ବୋଲି କହିଲେ ଏସପି

ରାଉରକେଲା(କେନ୍ୟୁଜ୍): ପୁଣି ଲାଲ ବାହିନୀକୁ ଧକ୍କା । ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି । ଝାଡ଼ଖଣ୍ଡର ରାଜୁ କାୟମ ଓ ଅନୀତା ମାର୍ଲା ରାଉରକେଲା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ରାଜୁ ୨୦୧୧ରୁ ଏବଂ କଳ୍ପନା ୨୦୧୪ରେ ମାଓ ସଙ୍ଗଠରେ ଥିଲେ । ଉଭୟ ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ରହି ମାଓ କାର୍ଯ୍ୟକଳାପ କରୁଥିଲେ । ଆତ୍ମସମର୍ପଣ ପରେ ଉଭୟଙ୍କୁ ସରାକରୀ ନିୟମ ଅନୁସାରେ ସୁବିଧା ସୁଯୋଗ ଦିଆଯିବ ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.